Download Now Banner

This browser does not support the video element.

ଲାଞ୍ଜିଗଡ: ଡାକକୋଟା ସ୍ଵାମୀ ବିବେକାନନ୍ଦ କ୍ଲବ ପକ୍ଷରୁ ଗଣେଶଙ୍କ ମୂର୍ତି ଭସାଣି ଉତ୍ସବ ଅନୁଷ୍ଠିତ

Lanjigarh, Kalahandi | Sep 1, 2025
କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଡାକକୋଟା ସ୍ଵାମୀ ବିବେକାନନ୍ଦ କ୍ଲବ ପକ୍ଷରୁ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହେଇଥିଲା ମଣ୍ଡପରେ ଦୀର୍ଘ ୬ଦିନ ଧରି ପୂଜା ଅର୍ଜନା କରରା ପରେ ଆଜି ସୋମବାର ସନ୍ଧ୍ୟାରେ ଇନ୍ଦ୍ରାବତୀ ନଦୀର ପାଡେଲଗୁଡା ପୋଲ ନିକଟରେ ବିସର୍ଜନ କରାଯାଇଛି।
Read More News
T & CPrivacy PolicyContact Us