This browser does not support the video element.
ବାଲିିଅନ୍ତା: ବାଳକାଟି ରେ ଜିଓର ନୂଆ ପେଟ୍ରୋଲ ପମ୍ପ ଉଦଘାଟନ
Balianta, Khordha | Oct 7, 2025
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବାଳକାଟି ରେ ଜିଓର ନୂଆ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି । ବାଳକାଟି ଅଞ୍ଚଳରେ ପୂର୍ବରୁ ନାୟାର ଏବଂ ଜିଓ କୁ ମିଶାଇ ଦୁଇଟି ଘରୋଇ ପେଟ୍ରୋଲ ପମ୍ପ ରହିଛି । ଏହି ପରିପେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା ଏଥିରେ ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ପ୍ରଥମ ଦିନ କମ୍ପାନୀ ପକ୍ଷରୁ ଲକି ଡ୍ରର ବ୍ୟବସ୍ଥା କରାଯାଇଥିଲା।