Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମା ସମଲେଶ୍ୱରୀଙ୍କ ମନ୍ଦିରରେ ଚନ୍ଦ୍ର ଗ୍ରହଣ ନେଇ ଦେବନୀତି ପରିବର୍ତ୍ତନ ସୂଚନା

Sambalpur M, Sambalpur | Sep 6, 2025
ଚନ୍ଦ୍ର ଗ୍ରହଣ ପାଇଁ ଦେବ ନୀତି ରେ ପରିବର୍ତନ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର 7 ତାରିଖ ଦିନ ଚନ୍ଦ୍ର ଗ୍ରହଣ କୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତନ କରାଯାଇଅଛି | ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ | ଦିବା 11:45 ସମୟରୁ ଦର୍ଶନ ବନ୍ଦ ରହିବ ଓ 12:00ଘଣ୍ଟା ସମୟରେ ଅନ୍ନ ଭୋଗ ଲାଗିଲା ପରେ ଦର୍ଶନ ସୋମବାର ସକାଳ 6:00 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ | ସୋମବାର 8 ତାରିଖ ସକାଳ 4:30 ରୁ ମନ୍ଦିର ଶୋଧନ ପରେ 5:00 ଘଣ୍ଟାରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହେବ |
Read More News
T & CPrivacy PolicyContact Us