Download Now Banner

This browser does not support the video element.

ନୂଆପଡା: ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ଠାରୁ ଗୁରୁବାର ସକାଳ ୮.୩୦ ଯାଏଁ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

Nuapada, Nuapada | Aug 26, 2025
ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାକୁ ଆସନ୍ତାକାଲି ସକାଳ ୮.୩୦ ମିନିଟରୁ ୨୮ ତାରିଖ ଗୁରୁବାର ସକାଳ ୮.୩୦ ମିନିଟ ପର୍ଯ୍ୟନ୍ତ ୟଲୋ ୱାର୍ଣିଂ ଜାରି କରଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହିତ ବର୍ଷା ହେବ ବୋଲି ସତର୍କ କରଯାଇଛି। ଏହାସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆଜି ୧ ଟାର ସୂଚନା ଦେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
Read More News
T & CPrivacy PolicyContact Us