Download Now Banner

This browser does not support the video element.

ନୂଆପଡା: ସୁନାବେଡ଼ାରେ ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ସୁନାଦେଇଙ୍କ ନୂଆଁଖାଇ ପର୍ବ ପାଳିତ

Nuapada, Nuapada | Aug 23, 2025
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ସ୍ଥିତ ଆଦିମ ଜନଜାତି ଚାକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ନୂଆଁଖାଇ ପର୍ବ ଆଜି ୪ ଟା ଯାଏଁ ପାଳିତ ହୋଇଯାଇଅଛି। ଦୀର୍ଘ ଦିନରୁ ପାଳିତ ହୋଇ ଆସୁଥିବା ମାଁଙ୍କ ନୂଆଁଖାଇ ପର୍ବ ଭଦ୍ରବ ମାସ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ ।ଏହି ପର୍ବ ପାଳନ ପାଇଁ ୮୪ ଗୋଟି ଗ୍ରାମର ଲୋକଙ୍କ ସମାଗମ ହୋଇଥାଏ
Read More News
T & CPrivacy PolicyContact Us