This browser does not support the video element.
କୋରାପୁଟ ସହର: ବକେୟା ଦରମା ଓ ବନ୍ଦ କାଗଜ କଳ ଚଳେଇବା ପାଇଁ କର୍ମଚାରୀ ସଂଘ କୋରାପୁଟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
Koraput Town, Koraput | Sep 3, 2025
ବକେୟା ଦରମା ଓ ଦୀର୍ଘ ଦିନରୁ ବନ୍ଦ ହୋଇ ରହିବା ସେୱା ପେପର ମିଲ ପୁର୍ନବାର ଚଳେଇବା ଦାବୀ ନେଇ ବାଲାରପୁର ଶିଳ୍ପ କର୍ମଚାରୀ ସଂଘ ଆଜି ଦିନ ୨ଟା ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସଂଘ କାର୍ଯ୍ୟକାରି ସଭାପତି ବଂଶୀଧର ମହାକୁଡ଼, ସାଧାରଣ ସମ୍ପାଦକ ସରୋଜ ସ୍ୱାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।