Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପାଲିଆ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Nabarangapur PS, Nabarangpur | Aug 28, 2025
ପାଲିଆ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୂଚନା ଅନୁଯାୟୀ ଫଗୁନ ଭତରା ନାମକ ଯୁବକ ନିଜ ବାଇକ ଯୋଗେ ଯାଉଥିବା ବେଳେ ପାଲିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେ ପଡି ତାଙ୍କ ଶରୀର ରେ ଗଭୀର କ୍ଷତସୃଷ୍ଟି ହେଇଛି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଝରୀଗାଁ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି
Read More News
T & CPrivacy PolicyContact Us