This browser does not support the video element.
ଭୋଗରାଇ: ଶଙ୍ଖାରି ଇସ୍କନ ମନ୍ଦିରରେ ଧୂମଧାମ ରେ ପାଳିତ ହେଲା ପବିତ୍ର ରାଧାଷ୍ଟମୀ ।
Bhograi, Balasore | Aug 31, 2025
ଭୋଗରାଇ ବ୍ଲକ ଶଙ୍ଖାରି ଇସ୍କନ ମନ୍ଦିରରେ ଧୂମଧାମ ରେ ପାଳିତ ହୋଇଛି ପବିତ୍ର ରାଧାଷ୍ଟମୀ। ଏହି କାର୍ଯ୍ୟକ୍ରମରେ ପ୍ରଭୁଙ୍କ ପାଖରେ ସମସ୍ତ ନୀତିକାନ୍ତି କରାଯିବା ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ପ୍ରାସାଦ ସେବନ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ତା ସହିତ କୁନି କୁନି ପିଲା ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା ।