This browser does not support the video element.
ବୌଦ୍ଧ ସଦର: ବାଘଗୁଡ଼ା ଛକ ଗଜଲକ୍ଷ୍ମୀ ପୂଜା ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Baudh Sadar, Boudh (Bauda) | Oct 10, 2025
ଶୁକ୍ରବାର ରାତିରେ ବୌଦ୍ଧ ସହର ବାଘ ଗୁଡ଼ା ଛକ ଠାରେ ଲକ୍ଷ୍ମୀ ବଜାର ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆଜି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗଜ ଲକ୍ଷ୍ମୀଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଭଜନ ସନ୍ଧ୍ୟାର ଭରପୁର ଉପଭୋଗ କରିଥିଲେ | ଆସନ୍ତା ରବିବାର ଦିନ ଗଜ ଲକ୍ଷ୍ମୀଙ୍କ ବିସର୍ଜନ ହେବ ବୋଲି ସୂଚନା ମିଳିଛି l