Download Now Banner

This browser does not support the video element.

ରାଜଗାଙ୍ଗପୁର: ବିହାବନ୍ଦ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଯୁବକ ଙ୍କର ମୃତ୍ୟୁ ଜଣେ ଗୁରୁତର

Rajagangapur, Sundargarh | Sep 22, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଲାଞ୍ଜିବେଣ୍ଣା ଫାଣ୍ଡି ଅନ୍ତର୍ଗତ ବିହିବନ୍ଦ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହା ଫଳରେ କୁକୁଡ଼ା ବନାଟୋଲି ଗ୍ରାମ ର ସୁଜିତ ମିଞ୍ଜ (୨୫) ଓ ରମଣ ବାରୁଆ (୨୨) ଙ୍କର ମୃତ୍ୟୁ ଘଟିଛି।ଖଲିମନ ତିର୍କି ଗୁରୁତର ଆହତ ହେଇଥିଲେ। ରାଜଗାଙ୍ଗପୁର ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us