Download Now Banner

This browser does not support the video element.

ସିଆରଆରଆଇ: ଗତିରାଉତ ପାଟଣା ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପକ୍ଷରୁ ସଂଘ ଶିକ୍ଷା କାର୍ଯ୍ୟକ୍ରମ ଉଦଯାପିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

CRRI, Cuttack | Jun 17, 2024
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ଗତିରାଉତ୍ ପାଟଣାଠାରେ ଚାଲିଥିବା ସଂଘଶିକ୍ଷା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଏହି ଶିବିର ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସ୍ଵୟଂ ସେବକ ମାନେ ଯୋଗ ଦେଇଥିଲେ। ଏହି ଶିବିରରେ ସଂଘ ପକ୍ଷରୁ ନୈତିକ ଶିକ୍ଷା, ବ୍ୟାୟାମ,ଶୃଙ୍ଖଳା ଓ ବିଭିନ୍ନ ଶିକ୍ଷା ବ୍ୟବସ୍ଥା କୁ ନେଇ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us