Install App
harishbhoi
This browser does not support the video element.
ଭଟଲି: ଭଟଲୀ ବିଜୟାଛକ ନିକଟରେ ଭଟଲୀ ର ପ୍ରସିଦ୍ଧ ନବରାତ୍ର ଦୁର୍ଗାପୁଜା ରେ ଆଜି ଚତୁର୍ଥ ସଂନ୍ଧ୍ଯାରେ ସଂନ୍ଧ୍ଯାଆଲତୀ ସମୟରେ ପ୍ରବଲ ଭକ୍ତ ସମାଗମ
Bhatli, Bargarh (Baragarh) | Sep 25, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ର ବିଜୟାଛକ ନିକଟରେ 50 ତମ ବର୍ଷରେ ପଦାର୍ପଣ କରିଥିବା ନବରାତ୍ର ଦୁର୍ଗାପୁଜା ର ଚତୁର୍ଥ ସଂଧ୍ୟାରେ ପାଖାପାଖି 7 PM ସମୟରେ ପ୍ରବଲ ଭକ୍ତ ଙ୍କ ସମାଗମ ହୋଇଥିଲା ଓ ସଂନ୍ଧ୍ଯାଆଲତୀ ସମୟରେ ଆଜି ମାଁ ଭଉଣୀ ମାନଙ୍କ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!