Download Now Banner

This browser does not support the video element.

ଝାରସୁଗୁଡା: ୮୦ ତମ ରାଜ୍ୟ ସ୍ତରୀୟ ପୋଲିସ ଫୁଟବଲ ପ୍ରତିଯୋଗିତାରେ ଉପବିଜେତା ହେଲା ଝାରସୁଗୁଡା ଦଳ

Jharsuguda, Jharsuguda | Sep 1, 2025
୮୦ ତମ ରାଜ୍ୟ ସ୍ତରୀୟ ପୋଲିସ ଫୁଟବଲ ପ୍ରତିଯୋଗିତାରେ ଉପବିଜେତା ହେଲା ଝାରସୁଗୁଡା ଦଳ l ଆଜି ସୋମବାର ଅପରାହ୍ନ ୩ ଟା ୩୦ ରୁ ୫ ଟା ୩୦ ଯାଏଁ ସୁନ୍ଦରଗଡ଼ ରେ ଝାରସୁଗୁଡା ଦଳ ଏବଂ ସୁନ୍ଦରଗଡ଼ ଦଳ ମଧ୍ୟରେ ଫାଇନାଲ ମେଚ ଅନୁଷ୍ଠିତ ହୋଇଥିବାବେଳେ ନିର୍ଧାରିତ ସମୟରେ କେହି କାହାକୁ ଗୋଲ ଦେଇନଥିଲେ l ଏହାପରେ ଅନୁଷ୍ଠିତ ହୋଇଥିବା ପେନାଲ୍ଟି ସୁଟ ଆଉଟ ରେ ସୁନ୍ଦରଗଡ଼ ଦଳ ୩-୨ ଗୋଲ ରେ ବିଜୟୀ ହୋଇଥିବାବେଳେ ଝାରସୁଗୁଡା ଦଳ ଉପବିଜେତା ହୋଇଛି l
Read More News
T & CPrivacy PolicyContact Us