Download Now Banner

This browser does not support the video element.

ବିଶୋଇ: ବାଗନଗର ଗ୍ରାମ ରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ

Bisoi, Mayurbhanj | Jun 14, 2025
ସାରସକଣା ବ୍ଳକ୍ ଅନ୍ତର୍ଗତ ଉମାଦେଈପୁର ଗ୍ରାମପଞ୍ଚାୟତ ସ୍ଥିତ  ବାଗନଗର ଗ୍ରାମ ରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଜି ରାତି ୭ ଘଟିକା ସମୟରେ ଯୋଗ ଦେଲେ ସାରସକଣା ବିଧାୟକ ଭାଦବ ହାଁସଦା।ଶ୍ରୀ ହାଁସଦା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।
Read More News
T & CPrivacy PolicyContact Us