Download Now Banner

This browser does not support the video element.

ଅନୁଗୋଳ: ଭାଲୁଖାଇଢିପ ଠାରେ ମା ସମଲେଶ୍ଵରୀଙ୍କ ନୂଆଁଖାଇ ବାର୍ଷିକ ଉତ୍ସବ ପାଳନ

Anugul, Angul | Aug 28, 2025
'ନୂଆଁଖାଇ' ଭଳି ଶୁଭ ଦିନରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତ ସ୍ଥିତ ଭାଲୁଖାଇଢିପ ଠାରେ ମା ସମଲେଶ୍ୱରୀଙ୍କ ବାର୍ଷିକ ନୁଆଁଖାଇ ପାଳନ ଉତ୍ସବରେ ସାମିଲ ହେବା ସହ ନବାନ୍ନ ଖାଇବାର ସୌଭାଗ୍ୟ ଲାଭ କଲେ ବିଧାୟକ ଅଗସ୍ତି ବେହେରା।ଭାଲୁଖାଇଢିପ ଗ୍ରାମବାସୀ ମା'ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପୁରା ଗ୍ରାମବାସୀ ଏକାଠି ହୋଇ ଖାଇବା ପରମ୍ପରା ସତରେ ନିଆରା l ଗ୍ରାମବାସୀଙ୍କ ଆତିଥ୍ୟ ସବୁ ଦିନ ପାଇଁ ମନେ ରହିବ I
Read More News
T & CPrivacy PolicyContact Us