This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜି. ଏସ. ଟି ସଂସ୍କାର ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ। ମନ୍ତ୍ରୀଙ୍କ ଯୋଗଦାନ
Bhadrak Rural, Bhadrak | Sep 21, 2025
ଆସନ୍ତା କାଲି ଠାରୁ ଲାଗୁ ହେବାକୁ ଯାଉଛି ନୂତନ ଜି . ଏସ . ଟି ସଂସ୍କରଣ।ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ, ଭାରତ ସରକାରଙ୍କ ଯୁଗାନ୍ତକାରୀ ଆଦକ୍ଷେପ । ଜି. ଏସ. ଟି ସଂସ୍କାର ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କର୍ମଶାଳାରେ ମାନନୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକର ମାନନୀୟ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଭଦ୍ରକର ମାନନୀୟ ବିଧାୟକ ଶ୍ରୀଯୁକ୍ତ ସିତାନ୍ସୁ ଶେଖର ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ନେତୃତ୍ଵ ମାନେ ଉପସ୍ଥିତ ଥିଲେ