This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବସ ସିଣ୍ଡିକେଟ ନାମରେ ସୋର ଅଂଚଳର ବସ ମାଲିକଙ୍କ ସାମ୍ବାଦିକ ସମ୍ମିଳନୀ
Bhadrak Rural, Bhadrak | Sep 1, 2025
ଭଦ୍ରକ ବସ ସିଣ୍ଡିକେଟ ନାମରେ ସାଙ୍ଘାତିକ ଅଭିଯୋଗ, ପରମିଟ ଥାଇ ମଧ୍ୟ ଷ୍ଟାଣ୍ଡ ରେ ରଖିବାକୁ ଦେଉନାହାନ୍ତି ବସ, ଭଦ୍ରକ ନୂଆ ବସଷ୍ଟାଣ୍ଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏମିତି କିଛି ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ସୋର ଅଂଚଳର ଶ୍ରୀ ଅନନ୍ତ ବସ ମାଲିକ ଭକ୍ତାନନ୍ଦ ଜେନା,ବସ ର ପରମିଟ ଥିବା ବେଳେ ଭଦ୍ରକ ଷ୍ଟାଣ୍ଡ ରେ ରହଣି ସମୟରେ ରଖାଇଦେଉନାହାନ୍ତି ଜାଣି ଶୁଣି ହଇରାଣ କରୁଛନ୍ତି ଏ ବାବଦରେ ମଧ୍ୟ ଟାଉନ ଥାନାରେ ଏତଲା ଦିଆଯାଇଛି ବୋଲି କହିଛନ୍ତି ବସ ମାଲିକ,ଆଜି ସଂଧ୍ୟା 5 ଘଟିକା ରେ ଏହି ଖବର ହସ୍ତଗତ ହୋଇଛି