Download Now Banner

This browser does not support the video element.

ଯାଜପୁର: ବ୍ୟାସନଗର ଓ କୋରେଇର ବିଭିନ୍ନ ଗଣେଶ ପୂଜା ମଣ୍ଡପକୁ ବିଧାୟକଙ୍କ ଗସ୍ତ,ପ୍ରଭୁ ଗଜାନନଙ୍କ ନେଲେ ଆଶିଷ

Jajapur, Jajpur | Aug 28, 2025
ବ୍ୟାସନଗର ଓ କୋରେଇର ବିଭିନ୍ନ ଗଣେଶ ପୂଜା ମଣ୍ଡପକୁ ବିଧାୟକଙ୍କ ଗସ୍ତ,ପ୍ରଭୁ ଗଜାନନଙ୍କ ନେଲେ ଆଶିଷ l ଆଜି ହେଉଛି ଗଣେଶ ପୂଜାର ଦ୍ୱିତୀୟ ଦିନ l ଏହି ପୂଜା ପାଇଁ ପୁରା ବ୍ୟାସନଗର ଓ କୋରେଇ ଅଞ୍ଚଳ ଉତ୍ସବ ମୁଖର l ଏହି ଅବସରରେ କୋରେଇ ବିଧାୟକ ଆକାଶ ଦାସନାୟକ ବ୍ୟାସନଗର ସହରର ରୟାଲକଳିଙ୍ଗ ସ୍ଥିତ ପୂଜା ମଣ୍ଡପ ଠାରୁ ଆରମ୍ଭ କରି କୋରେଇର ବିଭିନ୍ନ ପୂଜା ମଣ୍ଡପକୁ ଗସ୍ତ କରିଛନ୍ତି l ଏଥିସହିତ ପ୍ରଭୁ ଗଣେଶଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି l ଏହି ଅବସରରେ ଗଣେଶ ପୂଜା ଉପଲକ୍ଷେ ରୟାଲକଳିଙ୍ଗ ସ୍ଥିତ ପୂଜା ମଣ୍ଡପରେ କୋରେଇକୁ ସବୁଜିମା କରିବା ପାଇଁ ବିଧାୟକ ଶ୍ରୀ ଦାସନାୟକ ସହରବାସୀ
Read More News
T & CPrivacy PolicyContact Us