Download Now Banner

This browser does not support the video element.

କେନ୍ଦୁଝର ସହର: ପାଟଣା ବ୍ଲକ ଡ୍ରାଇଭ୍ ମହାସଂଘ ପକ୍ଷରୁ ସାଧୁପଡ଼ା ଠାରେ ଡ୍ରାଇଭର ଦିବସ ପାଳନ

Kendujhar Town, Kendujhar | Sep 1, 2025
ସେପ୍ଟେମ୍ବର ୧ ତାରିଖ ଡ୍ରାଇଭ୍ ଦିବସ ନୂଆ ରୂପେ ପାଳନ କଲା ପାଟଣା ବ୍ଲକ ଡ୍ରାଇଭ୍ ମହାସଂଘ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଓଡ଼ିଶାର ସମସ୍ତ ସ୍ଥାନରେ ଡ୍ରାଇଭ୍ ଭାଇ ମାନେ ଏକତ୍ରିତ ହୋଇ ଡ୍ରାଇଭ୍ ଦିବସ ପାଳନ କରିଥାନ୍ତି ପାଟଣା ବ୍ଲକ ସାଧୁ ପଡ଼ା ପଡ଼ିଆରେ ରାଜ୍ୟ ଡ୍ରାଇଭର ମହାସଂଘର ପାଟଣା ଶାଖାର ସଦସ୍ୟ ମାନେ ଏକଜୁଟ୍ ହୋଇ କେକ କାଟି ପଡ଼ିଆରୁ ଶୋଭାଯାତ୍ରା ବାହାରି ସେମାନେ ବଜାର ଦେଇ ମେଡିକାଲ କୁ ଯାଇ ମେଡିକାଲରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ସହଯୋଗ କରିଥିଲେ l
Read More News
T & CPrivacy PolicyContact Us