Download Now Banner

This browser does not support the video element.

ଟିଟିଲାଗଡ: ବ୍ୟବସାୟୀ ଶିବ ଦୟାଲ ଜୈନଙ୍କୁ ବୋଲେରୋ ଗାଡ଼ିରେ ଧକ୍କା ମାରି ହତ୍ୟା ଉଦ୍ୟମ - ସନ୍ଦେହରେ ଯୁବକ ଥାନାରେ ଅଟକ

Titlagarh, Balangir | Oct 7, 2025
ଗତ ୨୮ ତାରିଖ ରାତି ନ ଟା ୫୯ ମିନିଟ ସମୟରେ ସନ୍ ଭ୍ୟୁ ହୋଟେଲରୁ ଶିବ ଦୟାଲ ଜୈନ ନିଜର ସ୍କୁଟି ଯୋଗ ନିଜ ଘରକୁ ଫେରୁଥିବା ସମୟରେ ଘର ପାଖର ବୁଲାଣିରେ ଗୋଟିଏ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ମାରିଥିଲା। ତେବେ ଘଟଣା କଣ ବୋଲି ପ୍ରଥମେ ଆଚମ୍ବିତ ହୋଇ ଯାଇଥିଲେ ଶିବ ଦୟାଲ। ଘଟଣା ଘଟିବା ଆଖପାଖର ଶିଶି ଟିଭି ଯାଞ୍ଚ କରାଯିବା ପରେ ଫୁଟେଜ ମିଳିଥିଲା। ତେବେ ଘଟଣାର ଦଶ ଦିନ ପରେ ଏହି ଘଟଣା ଘଟିବା ପଛରେ କାହାର ହାତ ରହିଛି ସେ ବିଷୟରେ ପୋଲିସ ଟିଟିଲାଗଡ଼ର ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଉଠାଇ ନେଇ ପଚରା ଉଚୁରା ଜାରି ରଖିଛନ୍ତି। ତେବେ କେଉଁ କାରଣରୁ କିଏ ଏଭଳି ଘଟଣା ଘଟାଇବା ପାଇଁ ଯୋଜନା
Read More News
T & CPrivacy PolicyContact Us