Download Now Banner

This browser does not support the video element.

ମୋହନା: ଲେଙ୍ଗେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ନଳକୂପ ର ଗୋଳି ପାଣି ଭରଷା। #jansamasya

Mohana, Gajapati | Sep 11, 2025
ଲେଙ୍ଗେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗୋଳି ପାଣି ଭରଷା। ନୂଆଗଡ ବ୍ଲକ ଅନ୍ତର୍ଗତ ଲେଙ୍ଗେ ଗ୍ରାମ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ବିଦ୍ୟାଳୟ ଶ୍ରେଣୀ ଗୃହ ଓ ପାନୀୟ ଜଳ ର ସମସ୍ୟା ଦେଖା ଦେଇଛି। ଯାହା ଫଳରେ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅଧୟନ କରୁଥିବା ବେଳେ ଦୁଇଟି ଶିକ୍ଷକ ସାଙ୍ଗ କୁ ଦୁଇଟି ଶ୍ରେଣୀ ଗୃହ ରହିଛି। ଆଜି ଦିନ ଗୋଟାଏ ସମୟରେ ଦେଖିବାକୁ ମିଳିଥିଲା
Read More News
T & CPrivacy PolicyContact Us