Download Now Banner

This browser does not support the video element.

ଝାରସୁଗୁଡା: କାଞ୍ଜିଝରଣ ନିକଟରେ ଦୁର୍ଘଟଣା ରେ ଜଣେ ମୃତ ମାମଲାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି

Jharsuguda, Jharsuguda | Aug 25, 2025
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କାଞ୍ଜିଝରଣ ନିକଟରେ ଦୁର୍ଘଟଣା ରେ ଜଣେ ମୃତ ମାମାଲା ରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ଅମିତ ୟାଦବ ବୋଲି ରେଙ୍ଗାଲି ପୋଲିସ ଆଜି ସନ୍ଧ୍ୟା ୮ ଟା ରେ ସୂଚନା ଦେଇଛି l ସୂଚନା ଅନୁଯାୟୀ ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା କାଞ୍ଜିଝରଣ ନିକଟରେ ରାସ୍ତା କଡ଼ରେ ଥିବା ବ୍ରେକ ଡାଉନ୍ ଭାରିଯାନକୁ ଧକ୍କା ଦେଇ ଜଣେ ଟ୍ରକ ଡ୍ରାଇଭର ପ୍ରାଣ ହରାଥିଲା l ଏହି ଘଟଣା ରେ ରାସ୍ତା କଡ଼ ରେ ଛିଡା କରିଥିବା ଭାରୀଯାନ ଛିଡା କରି ଥିବା ଡ୍ରାଇଭର ଅମିତ ୟାଦବ କୁ ରେଙ୍ଗାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି
Read More News
T & CPrivacy PolicyContact Us