Install App
pintumedia
This browser does not support the video element.
ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ଅଂଚଳର ୩ ଟି ସ୍ଥାନରେ ଅବକାରୀ ଗୁଇନ୍ଦା ବିଭାଗ ର ଚଢ଼ାଉ; ୨ ହଜାର କେଜି ପୋଚ ନଷ୍ଟ, ୧୮୦ ଲିଟର ଦେଶୀମଦ ଜବତ, ୨ ଗିରଫ
Khalikote, Ganjam | Sep 2, 2025
ଖଲ୍ଲିକୋଟ ଥାନା ଅଂଚଳର ୩ ଟି ସ୍ଥାନରେ ଆଜି ସକାଳ ୭ ଟା ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ୨ ହଜାର କେଜି ପୋଚ ନଷ୍ଟ କରିବା ସହ ୧୮୦ ଲିଟର ଦେଶୀମଦ ସହ ଗୋଟିଏ ସ୍କୁଟି ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ ଚୋରା ଦେଶୀମଦ ଚାଲାଣ ଓ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ମହିଳା ଓ ରବୀନ୍ଦ୍ର ସାହୁଙ୍କୁ ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!