This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରବି ଟକିଜ ଅଞ୍ଚଳରେ ଯୁବକଙ୍କ ଆତ୍ମଦାହ ଉଦ୍ୟମ, ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ
Bhubaneswar M Corp, Khordha | Sep 9, 2025
ରବି ଟକିଜ ଅଞ୍ଚଳରେ ଯୁବକଙ୍କ ଆତ୍ମଦାହ ଉଦ୍ୟମ, ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ | ରାଜଧାନୀରେ ଆତ୍ମଦାହ ଉଦ୍ୟମ। ରବି ଟକିଜ ଅଞ୍ଚଳରେ ଆତ୍ମଦାହ ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ୨୮ ବର୍ଷୀୟ ଯୁବକ । ରବି ଟକିଜରେ ଥିବା ଫାଇନାନ୍ସ କମ୍ପାନୀରେ କାମ କରନ୍ତି । ଆଜି ଦିନ ପ୍ରାୟ ୧୧ ଟା ୩୦ ମିନିଟରେ ଘଟିଛି ଅଘଟଣ । ଫାଇନାନ୍ସ ଟଙ୍କା କୁ କେନ୍ଦ୍ର କରି ଜଣେ ଗ୍ରାହକଙ୍କ ସହ ତାଙ୍କର ଝଗଡା ହୋଇଥିଲା । ପରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଯାହାକୁ ନେଇ ସେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ଜଣାପଡ଼ିଛି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।