Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲାପରିଷଦ ସଭାଗୃହ ରେ ଜିଲ୍ଲା ପରିଷଦ ର ବୈଠକ ଅନୁଷ୍ଠିତ, ସ୍କୁଲ ଡ୍ରେସ କିଣା ରେ ଦୁର୍ନୀତି ର ଅଭିଯୋଗ ଆଣିଲେ ଡାବୁଗାଁ ବିଧାୟକ
Nabarangapur PS, Nabarangpur | Sep 3, 2025
ଜିଲ୍ଲାପରିଷଦ ସଭାଗୃହ ରେ ଜିଲ୍ଲା ପରିଷଦ ର ବୈଠକ ଅନୁଷ୍ଠିତ, ସ୍କୁଲ ଡ୍ରେସ କିଣା ରେ ଦୁର୍ନୀତି ର ଅଭିଯୋଗ ଆଣିଲେ ଡାବୁଗାଁ ବିଧାୟକ ନବରଙ୍ଗପୁର ଷଷ୍ଠ ଜିଲ୍ଲା ପରିଷଦ ର ଅଷ୍ଟମ ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଲୋକସଭା ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମଜିବୁଲ୍ଲା ଖାନ,ସମସ୍ତ ବିଧାୟକ ଉପସ୍ଥିତ ଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!