Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

Koraput Town, Koraput | Sep 27, 2025
କୋରାପୁଟ ଜିଲ୍ଲାର ସେମିଳିଗୁଡା ସହୀଦ ଲକ୍ଷ୍ମଣ ନାୟକ ସିଭିଲ ସର୍ଭିସ ଅନୁଷ୍ଠାନର ତିନିଜଣ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ସମସ୍ତଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇବା ସହ ପ୍ରଶାସନିକ ସେବାରେ ନିଷ୍ଠା ସହ କାର୍ଯ୍ୟ କରିବାକୁ କହିଛନ୍ତି।
Read More News
T & CPrivacy PolicyContact Us