Download Now Banner

This browser does not support the video element.

ଧର୍ମଶାଳା: କଦମପାଟଣା ଠାରେ ଭାଗବତ ଟୁଙ୍ଗିର ଉନ୍ନତିକରଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କଲେ ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Aug 28, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଞ୍ଚଳ ସବୁବେଳେ ଧାର୍ମିକ ଭାବନା ଓ ଭକ୍ତିଭାବ ସହ ଜଡ଼ିତ ରହିଛି ଏହି ପରିପ୍ରେକ୍ଷୀରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ରାଇଛନ୍ଦା ପଞ୍ଚାୟତ କଦମପାଟଣା ଠାରେ ଭାଗବତ ଟୁଙ୍ଗିର ଉନ୍ନତିକରଣ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବିଶେଷ ଆଲୋଚନା କରିଥିଲେ
Read More News
T & CPrivacy PolicyContact Us