Download Now Banner

This browser does not support the video element.

ଖରିଆର: ଖଡିଆଳ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଓ ରକ୍ତାମ୍ବରୀ ଦେବୀଙ୍କ ନୂଆଁଖାଇ ପର୍ବ ପାଳିତ

Khariar, Nuapada | Aug 27, 2025
ଖଡିଆଳ ରାଜ୍ ପରିବାର ପକ୍ଷରୁ ଗଡ ରକ୍ଷକ ଦେବୀ ରକ୍ତାମ୍ୱରୀ, ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ଦେବୀ ନୂଆଁଖାଇ ପର୍ବ ଆଜି ରାତ୍ରୀ ୮ ଟାରେ ପାଳିତ ହୋଇଯାଇଛି। ସମଗ୍ର ପଶ୍ଚିମ ଓଡ଼ିଶାରେ ଭାଦ୍ରବ ପଞ୍ଚମୀ ତିଥିରେ ନୂଆଁଖାଇ ପାଳିତ ହେବାକୁ ଥିବା ବେଳେ ଭାଦ୍ରବ ଚତୁର୍ଥୀ ଦିନ ଖଡିଆଳ ଅଞ୍ଚଳର ଦୁଇ ଅଧିଷ୍ଠାତ୍ରୀ ଦେବୀଙ୍କ ଠାରେ ନୂଆଁଖାଇ ପାଳିତ ହୋଇଅଛି। ମନ୍ଦିର ସେବାୟତ ଛତ୍ରିଆ ମାନେ ଯୁଗାଡ ଧରି ମାଁ ଙ୍କ ନିକଟକୁ ପହଞ୍ଚି ଥାଆନ୍ତି।ପ୍ରଥମ ନୂଆଁ ଧାନର ଚୂଡା ଭୋଗ ଲାଗିଥିଲା।
Read More News
T & CPrivacy PolicyContact Us