Download Now Banner

This browser does not support the video element.

ନୂଆପଡା: ଖାସବାହାଲ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

Nuapada, Nuapada | Sep 13, 2025
ଖଡ଼ିଆଳ ବ୍ଲକ ଖାସବାହାଲ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆଜି ୨ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଖଡ଼ିଆଳ ବିଡ଼ିଓ ନରସିଂହ ଗଡବା, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ, ସମିତି ସଭ୍ୟ ହେମନ୍ତ ଶବର ପ୍ରମୁଖ ଯୋଗଦାନ କରିଥିଲେ।ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା ସଭାପତିତ୍ବ କରିଥିବା ବେଳେ କିପରି ପ୍ଲାଷ୍ଟିକ ମୁକ୍ତ କରାଯିବ ସେ ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖାସବାହାଲ ଗ୍ରାମ ପରିକ୍ରମା କରିଥିଲା।
Read More News
T & CPrivacy PolicyContact Us