This browser does not support the video element.
ପରଜଙ୍ଗ: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଫିଟ୍ ଇଣ୍ଡିଆ ସାଇକେଲ ରାଲି ପ୍ରତିକ୍ରିୟା ରଖିଲେ କାମାକ୍ଷାନଗର ଏସଡିପିଓ
Parajang, Dhenkanal | Aug 24, 2025
ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ କାମାକ୍ଷାନଗରରେ ଫିଟ୍ ଇଣ୍ଡିଆ ସାଇକେଲ ରାଲି ପ୍ରତିକ୍ରିୟା ରଖିଲେ ଏସଡିପିଓ କାମାକ୍ଷାନଗର ପୋଲିସ ପକ୍ଷରୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଫିଟ୍ ଇଣ୍ଡିଆ ସାଇକେଲ ରାଲି ରବିବାର ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ଏହି ସାଇକେଲ ରାଲି ସହର ପରିକ୍ରମା କରିଥିଲା। ଶରୀର ସୁସ୍ଥ ଓ ନିରୋଗ ପାଇଁ ସାଇକେଲ ଚଳାଇବା ଅତ୍ୟନ୍ତ ପକ୍ଷେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫଳରେ ଅତି କମରେ ପ୍ରତି ରବିବାରରେ ଏହି ସାଇକେଲ ଚାଳନା ଅତ୍ୟନ୍ତ ପକ୍ଷେ ଜରୁରୀ ବୋଲି ଏ