This browser does not support the video element.
କେନ୍ଦୁଝର ସହର: ଘଟଗାଁ ପଞ୍ଚାୟତ ସମିତି ସଭା ଗୃହ ଠାରେ ଟେଲିକମ ସାଇବାର ନିରାପତା ଗ୍ରାହକ ସଚେତନତା କର୍ମଶଳI
Kendujhar Town, Kendujhar | Aug 30, 2025
ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ତାରିଣୀ ପୀଠ ଘଟଗାଁ ପଞ୍ଚାୟତ ସମିତି ସଭା ଗୃହ ଠାରେ ଟେଲିକମ ସାଇବାର ନିରାପତା ଗ୍ରାହକ ସଚେତନତା କର୍ମଶଳIକୁ ଏଏସପି ହରପ୍ରିୟା ନାଇକ ମୁଖ୍ୟ ଅତିଥି ରୂପେ ଉଦ୍ଘାଘାଟନ ଓ ସିଏଜି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ I ସିଡ଼ିପିଓ ଜୟନ୍ତୀ ମହନ୍ତ ଡିଜିଟାଲ ସାକ୍ଷରତା ଓ ଯୋଗାଣ ଅଧିକାରୀ ଭାସ୍କର ଚନ୍ଦ୍ର ବାରିକ ଇ ସେବା ସମସ୍ତ ଇନ୍ଟାରନେଟ ସେବା ଉପରେ ଆମେ ନିର୍ଭର କରୁ ସେ ଅଭଭାଷଣ ଦେଇଥିଲେ I