Download Now Banner

This browser does not support the video element.

ସୁନ୍ଦରଗଡ ସହର: ହେମଗିର ଲାଲ ବଜାର ଏକ ଦିବସୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ, ମୁଖ୍ୟ ଅତିଥି ସଦର ବିଧାୟକ

Sundargarh Town, Sundargarh | Aug 28, 2025
ଆଜି ଅଗଷ୍ଟ 28 ତାରିଖ ସାରା ଜିଲ୍ଲାବାସୀ ନୂଆଁଖାଇ ପର୍ବ ପାଳିଛନ୍ତି। ସେହି କ୍ରମରେ ହେମଗିର ବାସୀ ମଧ୍ୟ ଏହି ମହାନ ପର୍ବକୁ ପାଳିଛନ୍ତି, ଭାଇ ଚାରା ବାଣ୍ଟିଛନ୍ତି , ପରିବାରର ସମସ୍ତେ ଏକତ୍ରିତ ହୋଇ ପର୍ବର ଆସରକୁ ଦ୍ଵିଗୁଣିତ କରିଛନ୍ତି। ତେବେ ଏହି ପର୍ବକୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅଧିକ ସ୍ମରଣୀୟ କରିବା ନେଇ ହେମଗିର ଯଜ୍ଞନାରାୟଣ ସଂସ୍କୃତି ପରିଷଦ ତରଫରୁ ହେମଗିର ଲାଲ ବାଜର ଷ୍ଟାଡିୟମ ପରିସରରେ ଏକ ଦିବସୀୟ କବାଡି ପ୍ରତିଯୋଗିତା ଆୟୋଜନ କରିଥିଲା। ଆଜି ସଂଧ୍ୟା 5 ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ରାତି 10 ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ପ୍ରତିଯୋଗିତାରେ ସଦର ବିଧାୟକ
Read More News
T & CPrivacy PolicyContact Us