This browser does not support the video element.
ଲାଞ୍ଜିଗଡ: ମନସନ୍ତରା ଜଙ୍ଗଲ ରେ ନିଖୋଜ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ତିନି ସନ୍ଦିଗ୍ଧ ଅଟକ।
Lanjigarh, Kalahandi | Aug 31, 2025
ଗତ କାଲି ବେଢ଼ା ଗାଁ ପନ୍ଚାୟତ ଅନ୍ତର୍ଗତ ମନସ୍ତରା ଗାଁର ଜଣେ ୭୦ବର୍ଷିୟ ଇକୁନା ମାଝୀ ନିଖୋଜ ଥିବା ଇକୁନା ର ପୁଅ ବିଶ୍ଵନାଥ ପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତି କରି ତଦନ୍ତ କରୁଥିବା ବେଳେ ନିକଟସ୍ଥ ଜଙ୍ଗଲରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖି ଗାଁ ଲୋକେ ପୁଲିସ କୁ ଖବର ଦେଇ ଥିଲେ।ଖବର ପାଇ କେସିଙ୍ଗା ଏସଡିପିଓ ସନ୍ଦିପ କୁମାର ମାଝି ଓ ବିଶ୍ଵନାଥ ପୁର ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଥିବା ବେଳେ ଉକ୍ତ ଗ୍ରାମର ତିନି ଜଣ ସନ୍ଦିଗ୍ଧ କୁ ଅଟକ ରଖିଛି ପଚରା ଉଚୁରା କରୁଥିବା ସୁଚନା।