This browser does not support the video element.
ଯାଜପୁର: ଯାଜପୁର ଟାଉନ ମା ବିରଜାଙ୍କ ମନ୍ଦିରରେ ପିତୃପକ୍ଷ୍ୟ ଚାଲୁଥୁବାରୁ ନାଭିଗୟାରେ ପିଣ୍ଡ ଦାନ କଲେ ସଦସ୍ୟ ଓଡିଶା ମାନବାଧିକାର କମିଶନ
Jajapur, Jajpur | Sep 13, 2025
ଯାଜପୁର ଟାଉନ ମା ବିରଜାଙ୍କ ମନ୍ଦିରରେ ପିତୃପକ୍ଷ୍ୟ ଚାଲୁଥୁବାରୁ ନାଭିଗୟାରେ ପିଣ୍ଡ ଦାନ କଲେ ସଦସ୍ୟ ଓଡିଶା ମାନବାଧିକାର କମିଶନ l ବର୍ତମାନ ପିତୃପକ୍ଷ୍ୟ ଚାଲୁଥିବାରୁ ନାଭିଗୟାରେ ପିଣ୍ଡ ଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି । ଇନ୍ଦୁପୁର୍ଣିମା ଠାରୁ ଆରମ୍ଭ ହୋଇ ମହାଳୟା ପର୍ଯ୍ୟନ୍ତ କୃଷ୍ଣ ପକ୍ଷକୁ ପିତୃ ପକ୍ଷ୍ୟ ବୋଲି କୁହାଯାଏ । ଏହି ପରିପେକ୍ଷୀରେ ଓଡିଶା ମାନବ ଅଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ପିତୃପୁରୁଷଙ୍କୁ ବିରଜା ମନ୍ଦିର ପ୍ରାଙ୍ଗଣରେ ଥିବା ନାଭିଗୟାରେ ପିଣ୍ଡ ଦାନ କରି ମା ବିରଜାଙ୍କ ଦର୍ଶନ କରିଥିଲେ l