Download Now Banner

This browser does not support the video element.

ମୋହନା: ଆର ଉଦୟଗିରି ବ୍ଲକ ଛେଳିଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି

Mohana, Gajapati | Sep 23, 2025
ଆର ଉଦୟଗିରି ବ୍ଲକ ଛେଳିଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତଦାନ ଶିବିର ଆଜି ଦିନ ୧୨ ଘଣ୍ଟ ସମୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ଆର ଉଦୟଗିରି ସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ନିବେଦିତା ପଣ୍ଡା ଶୁଭ ଉଦଘାଟନ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଅବସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଚଳିବ। ଯାହା ଫଳରେ ଆଜି ଆର ଉଦୟଗିରି ବ୍ଲକ ଛେଳିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ
Read More News
T & CPrivacy PolicyContact Us