This browser does not support the video element.
କଣ୍ଟାମାଳ: ମନମୁଣ୍ଡା ପୋଲିସ ପକ୍ଷରୁ ମୋର୍ଡିପଡା 3କୁଇଣ୍ଟାଲ 20kg ଗଂଜେଇ ଜବତ
Kantamal, Boudh (Bauda) | Jun 10, 2025
ମନମୁଣ୍ଡା ପୋଲିସ ପକ୍ଷରୁ 3କୁଇଣ୍ଟାଲ 20kg ଗଂଜେଇ ଜବତ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ମୋର୍ଡିପଡା ନିକଟରେ ଗଂଜେଇ ଚୋରା ଚାଲାଣ ନେଇ ପୋଲିସ ଖବର ପାଇଥିଲା ଏହା ପରେ ଏକ ଟିମ ଚଢ଼ାଉ କରିଥିଲା ଘଟଣା ସ୍ଥଳ ରୁ ପୋଲିସ କୁ ଦେଖି ଗଂଜେଇ ମାଫିଆ ଚମ୍ପଟ ମାରିଚି ଏପଟେ ଘଟଣା ସ୍ଥଳରୁ ଦୁଇ ବାଇକ ସହ 3କୁଇଣ୍ଟାଲ 20kg ଗଂଜେଇ ଜବତ କରିଛି ପୋଲିସ I ଏପଟେ ଥାନାରେ 189/25ମାମଲା ରୁଜୁ କରିପୋଲିସ ତଦନ୍ତ ନେଇ ଥାନା ଅଧିକାରୀ ଙ୍କ ସୂଚନା