Download Now Banner

This browser does not support the video element.

ଯାଜପୁର: ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲିସ ବିଶ୍ରାମଗାର କକ୍ଷ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

Jajapur, Jajpur | Oct 1, 2025
ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲିସ ବିଶ୍ରାମଗାର କକ୍ଷ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ l ଆଜି ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡେଇ ବିଶ୍ରାମଗାର ଗୃହର ଶିଳାନ୍ୟାସ କରିଥିଲେ l ଏହି ଗୃହର ନିର୍ମାଣ କାର୍ଯ୍ୟ ଶେଷ ହେଇଗଲେ ନିଶ୍ଚିତ ପୋଲିସ କର୍ମଚାରୀ ମାନଙ୍କ ପାଇଁ ସହାୟକ ହେବ l ଆଜି ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us