This browser does not support the video element.
କଣ୍ଟାମାଳ: ମନମୁଣ୍ଡା ମସଜିଦ ଠାରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଇଦ୍ ମିଲାଦୁନ୍ ନବୀ ପାଳିତ
Kantamal, Boudh (Bauda) | Sep 5, 2025
ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଠାରେ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଇଦ୍ ମିଲାଦୁନ୍ ନବୀ ପାଳିତ ହୋଇ ଯାଇଛି l ଉକ୍ତ ଅବସରରେ ମନମୁଣ୍ଡା ମସଜିଦ ଠାରେ ମୁସଲମାନ ସମ୍ପ୍ରଦାୟ ଲୋକେ ନମାଜ ପାଠ ସହ ଶୋଭାଯାତ୍ରା ଆୟୋଜନ କରିଥିଲେ | ମସଜିଦର ଇମାମ୍ ହାଫିଜ୍ ସୋହେଲ ଓ ଅନ୍ୟ କର୍ମକର୍ତ୍ତାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |