Download Now Banner

This browser does not support the video element.

ଛେଣ୍ଡିପଦା: ବିଜେପି ପକ୍ଷ୍ୟରୁ ଛେଣ୍ଡିପଦାରେ ତ୍ରିରଙ୍ଗା ପଦଯାତ୍ରା ଯୋଗଦେଲେ ଛେଣ୍ଡିପଦା ବିଧାୟକ

Chhendipada, Angul | Aug 14, 2025
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବିଜେପି ପକ୍ଷରୁ ଗୁରୁବାର ୧୧ ଘଟିକା ସମୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇହିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଛେଣ୍ତିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ୧ ହଜାରରୁ ଅଧିକ ପୁରୁଷ ଓ ମହିଳା ତ୍ରିରଙ୍ଗା ପତକା ଧରି ସାମିଲ ହୋଇଥିଲେ ।
Read More News
T & CPrivacy PolicyContact Us