Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ମୁଖ୍ୟ ଟ୍ରାଫିକ ଛକରେ ପୌର ପରିଷଦ ପକ୍ଷରୁ ସଡ଼କ ସୁରକ୍ଷା ସଚେତନ ଅଭିଯାନ

Koraput Town, Koraput | Aug 22, 2025
ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ କୋରାପୁଟ ପୌର ପରିଷଦ ପକ୍ଷରୁ ସଦର ମହକୁମାରେ ସଡ଼କ ସୁରକ୍ଷା ସଚେତନ ଅଭିଯାନ ଆୟୋଜିତ ହୋଇଛି। ଶୁକ୍ରବାର ସଂନ୍ଧ୍ୟା ୫ଘଣ୍ଟା ସମୟରେ ପୌର ପରିଷଦ ସମସ୍ତ କାଉନସିଲର ଏବଂ କର୍ମଚାରୀ ମାନେ  ସଡ଼କ ସୁରକ୍ଷା ଅଭିଯାନ ସଂପର୍କିତ ଏକ ରାଲି କରି ମୁଖ୍ୟ ଟ୍ରାଫିକ ଛକକୁ ଆସିଥିଲେ। ଟ୍ରାଫିକ ଛକ ଦେଇ ଯାତାୟାତ କରୁଥିବା ଦୁଇ ଚକିଆ ଯାନ ଚାଳକ ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ ସେମାନଙ୍କୁ ଅଟକାଇ ଚକଲେଟ୍ ଦେଇ ନିଜ ସୁରକ୍ଷା ନିମନ୍ତେ ହେଲମେଟ ପିନ୍ଧିବାକୁ ସଚେତନ କରାଇଥିଲେ।
Read More News
T & CPrivacy PolicyContact Us