Install App
dhenkanalknagar
This browser does not support the video element.
କାମାକ୍ଷାନଗର: ମାଳପୁରା ଉଭର ବ୍ରିଜ ନିକଟରେ ସୋମବାର ୪ଟାରେ ଅଟୋ ବାଇକ ଧକା ବାଇକ ଆରୋହି ଗୁରୁତର ମେଡ଼ିକାଲରେ ଭର୍ତ୍ତି
Kamakshyanagar, Dhenkanal | Sep 1, 2025
ମାଳପୁରା ଉଭର ବ୍ରିଜ ନିକଟରେ ସୋମବାର ୪ଟାରେ ଅଟୋ ବାଇକ ଧକା ବାଇକ ଆରୋହି ଗୁରୁତର ମେଡ଼ିକାଲରେ ଭର୍ତ୍ତି ।ଢେଙ୍କାନାଳ ଜିଲା କମାକ୍ଷାନଗର ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ମାଳପୁରା ଉଭର ବ୍ରିଜ ନିକଟରେ ସୋମବାର ଅଟୋ ସହିତ ବାଇକ ଧକା ହୋଇଥିଲା ଯାହାଫଳରେ ବାଇକ ଆରୋହି ଗୁରୁତର ହୋଇ କମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!