Download Now Banner

This browser does not support the video element.

ମୋହନା: କେରଳରୁ ଆସି ମୋହନା ଅଞ୍ଚଳରୁ ଗଞେଇ ମାଫିଆକୁ ଗିରଫ କଲା ପୋଲିସ

Mohana, Gajapati | Aug 21, 2025
ମୋହନା ଅଞ୍ଚଳରୁ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି କେରଳ ପୋଲିସ୍ l ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅଡବା ଥାନା ଡେକାପାଙ୍କା ଗାଁର ଟୁକୁନୁ ପରିଛା l ଆଜି ପାଲ୍ଲୀତୋଟମ୍ ଥାନା ପୋଲିସ ଓ ଆଞ୍ଚାଲୁମୁଡ୍ ଥାନାର ୮ ଜଣିଆ ଟିମ୍ ଆସି ଆଜି ମୋହନା ଅଞ୍ଚକରୁ ଅଭିଯୁକ୍ତକୁ ଗିରଫ କରିଛି l୧୫ ଦିନ ପୁର୍ବରୁ ଅଡବା ଥାନା ଅଞ୍ଚଳର ଭକ୍ତି ସିଂ ଓ ବ୍ରହ୍ମ ଦାସ ନାୟକ ଙ୍କୁ ଗିରଫ କରିଥିଲା। ଯାହାକୁ ନେଇ ଆଜି ଦିନ ଦୁଇ ଘଣ୍ଟ ସମୟରେ ଦେଖିବାକୁ ମିଳିଥିଲା
Read More News
T & CPrivacy PolicyContact Us