Install App
abmahapatra2006
This browser does not support the video element.
ନୂଆପଡା: ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ରେ ନିଜ ହାତରେ ଆବର୍ଜନା ସଫାକରି ସଫେଇ କର୍ମଚାରୀ ଙ୍କୁ ଉତ୍ସାହିତ କଲେ ନିର୍ବାହୀ ଅଧିକାରୀ
Nuapada, Nuapada | Sep 6, 2025
ଆଜି ଦିନ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ କମାଳସନ ରଥ ୱାର୍ଡ ପରିକ୍ରମା କରିବା ଅବସରରେ ନିଜ ହାତରେ ବିଭିନ୍ନ ନାଳରେ ପଡିରହିଥିବା ପ୍ଲାଷ୍ଟିକ ଆବର୍ଜନା ସଫା କରି ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହାଦ୍ବାରା ବିଜ୍ଞାପିତ ଅଂଚଳ ପରିଷଦ ରେ ସ୍ୱଚ୍ଛତା କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା ପୋଷଣ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!