Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ଠାରେ ଗଜାନନଙ୍କ ବିଶାଳ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ

Nuapada, Nuapada | Sep 5, 2025
ଖଡ଼ିଆଳ ଠାରେ ଗଜାନନଙ୍କ ବିଶାଳ ବିସର୍ଜନ ଶୋଭାଯାତ୍ରା ଆଜି ରାତ୍ର ୭ ଟା ସମୟରୁ ଅନୁଷ୍ଠିତ ହୋଇଯାଇଛି। ସହରର ୱାର୍ଡ଼ ନଂ ୨ ସ୍ଥିତ ଗଣେଶ ପୂଜା ପାଳନ କମିଟି ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଡ଼ାର ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ। ସହର ପରିକ୍ରମା କରିବା ପରେ ବିଳମ୍ବିତ ରାତ୍ରରେ ଗଜାନନଙ୍କୁ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି।
Read More News
T & CPrivacy PolicyContact Us