This browser does not support the video element.
ରାଜଗାଙ୍ଗପୁର: ହାତୀଧର୍ସା ଗ୍ରାମ ରେ କାଠ ଗୋଟାଇବାକୁ ଯାଇଥବା ମହିଳା ଦନ୍ତାହାତୀ ଆକ୍ରମଣ ରେ ଗୁରୁତର ଆହତ
Rajagangapur, Sundargarh | Sep 12, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବନାଞ୍ଚଳ ଅନ୍ତର୍ଗତ ବୁଚୁକୁପଡା ଗ୍ରାମ ପଞ୍ଚାୟତର ହାତୀଧର୍ସା ଗ୍ରାମର ଜଣେ ମହିଳା ଦମୟନ୍ତୀ କେରକେଟା ଗ୍ରାମ ନିକଟସ୍ଥ ଛତାମାରୀ ଜଙ୍ଗଲକୁ କାଠ ଗୋଟାଇବାକୁ ଯାଇଥବା ବେଳେ ଦନ୍ତାହାତୀ ଆକ୍ରମଣ ରେ ଗୁରୁତର ଆହତ ହୋଇଛି। ରାଜଗାଙ୍ଗପୁର ବନ କର୍ମଚାରୀମାନେ ସ୍ଥାନୀୟ ଗ୍ରାମବାସୀ ଙ୍କ ସହାୟତା ରେ ତାଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।