Download Now Banner

This browser does not support the video element.

ସୁନ୍ଦରଗଡ ସହର: କୋଇଡା ଏନିହଟିଂରେ ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗର ଉଦାସୀନତାକୁ ନେଇ ତୀବ୍ର ଉତ୍ତେଜନା

Sundargarh Town, Sundargarh | Sep 11, 2025
ଆଜି ସେପ୍ଟେମ୍ୱର 11 ତାରିଖ ଗୁରୁବାର ମଧ୍ୟ ରାତି ରାତି ପ୍ରାୟ 12:30 ପାଖାପାଖି ସମୟରେ ଘଟିଛି ଏହି ଦୁଃଖଦ ଘଟଣା। ଶିବରାମ ବଡାଇକ ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଘର ଭିତରୁ ଟାଣି ଆଣି କଚାଡି ମାରିଛି। ଶିବରାମ ଘରେ ଶୋଇଥିବା ବେଳେ ହଠାତ୍ ଦୁଇଟି ଦନ୍ତା ହାତୀ ତାଙ୍କ ଘରର ମୁଖ୍ୟ ଦ୍ଵାର ନିକଟରେ ଠିଆ ହୋଇ ଶବ୍ଦ କରିଥିଲେ। ପରିବାର ଲୋକେ ଏ ନେଇ ପ୍ରଥମେ ପଡୋଶୀଙ୍କ ସହାୟତା ଲୋଡ଼ିବା ସହ ପଡୋଶୀଙ୍କ ମାଧ୍ୟମରେ ବନବିଭାଗର ସହାୟତା ଲୋଡ଼ିଥିଲେ। ତେବେ ସ୍ଥାନୀୟ ଫରେଷ୍ଟର ସହାୟତା ଯୋଗାଇବା ଦୂରର କଥା, ଫୋନ ମଧ୍ଯ ରିଶିଭ କରି ନ ଥିବା କଥା ଜଣା ପଡ଼ିଛି। ବିକଳ୍ପ ନ ପାଇ ସ୍ଥାନୀୟ ଲୋକେ
Read More News
T & CPrivacy PolicyContact Us