Install App
shantanupanda7
This browser does not support the video element.
ବଡସାହି: ବେତନଟୀ ଠାରେ ବିଭିନ୍ନ ସ୍ଥାନରେ ଚାଲିଥିବା ଶ୍ରୀଗଣେଶ ପୂଜା ଦର୍ଶନକରି ଆଲୋଚନା କଲେ. ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି
Barsahi, Mayurbhanj | Aug 27, 2025
ବେତନଟୀ ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଘରୋଇ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚନା କାର୍ଯ୍ୟକ୍ରମରେ ବୁଧବାର ଅପରାହ୍ନ ୫ଟାରେ ଯୋଗଦେଇ ଠାକୁରଦର୍ଶନ ସହିତ ଆୟୋଜକଙ୍କ ସହିତ ଆଲୋଚନାକଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ବେତନଟୀର ବିଭିନ୍ନସ୍ଥାନରେ ଗଣେଶପୂଜା ଶାନ୍ତିଶୃଙ୍ଖଳାର ସହିତ ଚାଲିଥିବାବେଳେ ପୁଲିସ ପ୍ରଶାସନପକ୍ଷରୁ ଶୃଙ୍ଖଳା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!