This browser does not support the video element.
କେନ୍ଦୁଝର ସହର: ବଲାଣିରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ବିଧାୟକ
Kendujhar Town, Kendujhar | Sep 7, 2025
ଆଜି ବଲାଣିରେ ଆୟୋଜିତ ହୋଇଥିଲା ଜୟପାଲ ସିଂହ ଖୁଣ୍ଟିଆ ନୋକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ମାନ୍ୟବର ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ବଡବିଲ ପ୍ରତିନିଧି , ଦଳୀୟ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ।