Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରୋଗୀ ପରିବହନ ବ୍ୟବସ୍ଥା ସମ୍ପର୍କିତ କମିଟି ବୈଠକ

Koraput Town, Koraput | Sep 1, 2025
କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ରାତି ୮ଟା ସମୟରେ ଜିଲ୍ଲାସ୍ତରୀୟ ରୋଗୀ ପରିବହନ ବ୍ୟବସ୍ଥା ସମ୍ପର୍କିତ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତା ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ,ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରବେସନାର ଆଇ‌ଏଏସ ସନ୍ତୋଷ କୁମାର ପାତ୍ର, ମେଡିକାଲ ସୁପରିଟେଣ୍ଡ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us