Install App
dhenkanalknagar
This browser does not support the video element.
ପରଜଙ୍ଗ: ଡ଼ଙ୍କାରିଡିହ ଗ୍ରାମରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରୀ ହେବାକୁ ନେଇ ସୋମବାର ୩ଟାରେ କାମାକ୍ଷାନଗର ଠାରେ ଉପଜିଲ୍ଲାପାଳଙ୍କୁ କଲେ ଅଭିଯୋଗ
Parajang, Dhenkanal | Sep 1, 2025
କଙ୍କଡାହାଡ଼ ଡ଼ଙ୍କାରିଡିହ ଗ୍ରାମରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରୀ ହେବାକୁ ନେଇ ସୋମବାର ୩ଟାରେ କାମାକ୍ଷାନଗର ଠାରେ ଉପଜିଲ୍ଲାପାଳଙ୍କୁ କଲେ ଅଭିଯୋଗ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ବାଟଗାଁ ପଂଚାୟତ ଡ଼ଙ୍କାରିଡିହ ଗ୍ରାମରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରୀ ହେବାକୁ ନେଇ ସୋମବାର ଗ୍ରାମବାସୀ କମାକ୍ଷାନଗର ଠାରେ ଉପଜିଲ୍ଲାପାଳ ଦିନମଣି ନାଏକଙ୍କୁ କଲେ ଅଭିଯୋଗ ।ଉପଜିଲ୍ଲାପାଳ କହିଛନ୍ତି କରାଯିବ ସମାଧାନ ।
Share
Read More News
T & C
Privacy Policy
Contact Us
Your browser does not support JavaScript!